Jump to content

ଦୀର୍ଘପୃଷ୍ଠ

ଉଇକିଅଭିଧାନ‌ରୁ

ଦୀର୍ଘପୃଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(ଦୀର୍ଘପୃଷ୍ଠା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଦୀର୍ଘ+ପୃଷ୍ଠ ଯାହାର; ବହୁବ୍ରୀହି)

[ସମ୍ପାଦନା]

ଲମ୍ୱପିଠିଆ —Long-backed.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସର୍ପ —Snake.