Jump to content

ଦୀର୍ଘପ୍ରଜ୍ଞ

ଉଇକିଅଭିଧାନ‌ରୁ

ଦୀର୍ଘପ୍ରଜ୍ଞ

ଉଚ୍ଚାରଣ

[ସମ୍ପାଦନା]
(ଦୀର୍ଘପ୍ରଜ୍ଞା—ସ୍ତ୍ରୀ) 

(ଦୀର୍ଘପ୍ରଜ୍ଞତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଦୀର୍ଘ+ପ୍ରଜ୍ଞ)

[ସମ୍ପାଦନା]

ବହୁଦର୍ଶୀ — Far-sighted sagacious.

=== ସଂସ୍କୃତ - ବି— ଦ୍ୱାପରର ରାଜା ବୃଷପର୍ବାଙ୍କ ନାମ (ହିନ୍ଦୀ - ଶବ୍ଦସାଗର) —A name of king Bṙushaparbā.