ଦୀର୍ଘପ୍ରତି
ଦେଖଣା
ଦୀର୍ଘପ୍ରତି
ଉଚ୍ଚାରଣ
[ସମ୍ପାଦନା]ଦୀର୍ଘପ୍ରସ୍ତ, ଦୀର୍ଘପ୍ରସ୍ଥଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦୀର୍ଘପ୍ରତି
|
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୈର୍ଘ୍ୟ ଓ ପ୍ରସ୍ଥ)
(କୌଣସି ପଦାର୍ଥ ବା ଜମିର) ଲମ୍ୱ ଓ ଚଉଡ଼ା —Length and breadth (of a thing or plot of land).