ଦୀର୍ଘଫଳ
ଦେଖଣା
ଦୀର୍ଘଫଳ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଦୀର୍ଘ+ଫଳ; ଏହାର ଫଳ ଲମ୍ୱ ଥିବାରୁ)
ଆରଗ୍ତଧ; ସୁନାରୀଗଛ (ହିନ୍ଦୀ - ଶବ୍ଦସାଗର) (ଦେଖ) - Sunārī tree (See).
(ଦୀର୍ଘଫଳା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦୀର୍ଘଫଳବିଶିଷ୍ଟ (ବୃକ୍ଷ) —(tree) Having long fruits.