Jump to content

ଦୀର୍ଘଫଳା

ଉଇକିଅଭିଧାନ‌ରୁ

ଦୀର୍ଘଫଳା

ଉଚ୍ଚାରଣ

[ସମ୍ପାଦନା]

(ଦୀର୍ଘଫଳିକା—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଦୀର୍ଘଫଳ+ସ୍ତ୍ରୀ. ଆ)

[ସମ୍ପାଦନା]

ଦୀର୍ଘଫଳର ସ୍ତ୍ରୀଲିଙ୍ଗ — Feminine of Dīrghaphaḻa.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଜତୁକା ଲତା (ହିନ୍ଦୀ - ଶ) — ୧. A kind of creeper.
୨. କପିଳ ଦ୍ରାକ୍ଷା ଲତା (ହିନ୍ଦୀ - ଶବ୍ଦସାଗର) — ୨. A kind of vine with long grapes.