Jump to content

ଦୀର୍ଘରୋମା

ଉଇକିଅଭିଧାନ‌ରୁ

ଦୀର୍ଘରୋମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୀର୍ଘ+ରୋମନ୍; ୧ମା. ୧ବ.)

[ସମ୍ପାଦନା]

ଦୀର୍ଘ ଲୋମଯୁକ୍ତ Having long furs.

ବିଶେଷ୍ୟ -

[ସମ୍ପାଦନା]
୧. ଭାଲୁ —୧. Bear.
୨. ଶିବଙ୍କ ଅନୁଚରବିଶେଷ — ୨. Name of an attendant of God Ṡiba.