Jump to content

ଦୀର୍ଘସୂତ୍ର

ଉଇକିଅଭିଧାନ‌ରୁ

ଦୀର୍ଘସୂତ୍ର

ଉଚ୍ଚାରଣ

[ସମ୍ପାଦନା]

(ଦୀର୍ଘସୂତ୍ରତା—ବି)

ସଂସ୍କୃତ - ବିଶେଷଣ - (ଦୀର୍ଘ+ସୁତ୍ର; ବହୁବ୍ରୀହି)

[ସମ୍ପାଦନା]
୧. ବିଳମ୍ୱରେ କାର୍ଯ୍ୟ— କାରୀ; ଚିରକ୍ରିୟ; ହେଳାଦସ୍ତିଆ; ସବୁ କାମକୁ ବିଳମ୍ୱରେ କରିବା ଯାହାର ସ୍ୱଭାବ — ୧. Dilatory; procrastinating.

ଆଳସ୍ୟକୁ ଅଙ୍ଗଦେଶରେ ଥିବ କହି କରୁଥିବ ବିଷୟ ଦୀର୍ଘସୁତ୍ର ହୋଇ—କୃଷ୍ଣସିଂହ. ମହାଭାରତ. ସଭା

୨. ଦୀର୍ଘତନ୍ତୁବିଶିଷ୍ଟ — ୨. Having long fibres.