Jump to content

ଦୀର୍ଘସ୍ୱର

ଉଇକିଅଭିଧାନ‌ରୁ

ଦୀର୍ଘସ୍ୱର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୀର୍ଘ+ସ୍ୱର)

[ସମ୍ପାଦନା]
୧. (ବ୍ୟାକରଣ)—ଦ୍ୱିମାତ୍ରିକ ସ୍ୱରବର୍ଣ୍ଣ — ୧. (grammar) Long vowel.
୨. ବହୁକାଳସ୍ଥାୟୀ ଶବ୍ଦ — ୨. Long tone; a sound which lasts long.