Jump to content

ଦୀର୍ଘାସ୍ୟ

ଉଇକିଅଭିଧାନ‌ରୁ

ଦୀର୍ଘାସ୍ୟ

ଉଚ୍ଚାରଣ

[ସମ୍ପାଦନା]
(ଦୀର୍ଘାସ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଦୀର୍ଘ+ ଆସ୍ୟ)

[ସମ୍ପାଦନା]

ଯହାର ମୁହଁ ଲମ୍ୱ — Long-faced.

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)

[ସମ୍ପାଦନା]
୧. ହାତୀ — ୧. Elephant.
୨. (କର୍ମଧା) ଲମ୍ୱଡ଼ା ମୁହଁ —୨. A long face.