Jump to content

ଦୀର୍ଘୟୁଃ

ଉଇକିଅଭିଧାନ‌ରୁ

ଦୀର୍ଘୟୁଃ

ଉଚ୍ଚାରଣ

[ସମ୍ପାଦନା]

ଦୀର୍ଘୟଷ୍ୟ, ଦୀର୍ଘୟୁଅନ୍ୟରୂପ

ସଂସ୍କୃତ - ବିଶେଷଣ - (ଦୀର୍ଘ+ଆୟୁଃ ଯାହାର; ବହୁବ୍ରୀହି)

[ସମ୍ପାଦନା]

ଚିରଜୀବୀ — Long-lived.

ବିଶେଷ୍ୟ -

[ସମ୍ପାଦନା]
୧. ଶିମିଳୀ ଗଛ —୧. The silk- cotton tree; Bombax Heptophylla.
୨. କୁଆ —୨. The crow.
୩. ମାର୍କଣ୍ଡେୟ ମୁନି —୩. The sage Mārkaṇḍeya
୪. (କର୍ମଧା) ବହୁକାଳବ୍ୟାପୀ ପରମାୟୁ — ୪. Long life; longevity.