ଦୀର୍ଘ ଲୋଚନ
ଦେଖଣା
ଦୀର୍ଘ ଲୋଚନ
ଉଚ୍ଚାରଣ
[ସମ୍ପାଦନା](ଦୀର୍ଘଲୋଚନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଦୀର୍ଘ+ଲୋଚନ)
[ସମ୍ପାଦନା]ଯାହାର ଚକ୍ଷୁ ଦୀର୍ଘ — Having long eyes.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶିବଙ୍କ ଅନୁଚରବିଶେଷ — ୧. Name of an attendant of Ṡiba.
- ୨. ଧୃତରାଷ୍ଟ୍ରଙ୍କ ଏକ ପୁତ୍ରର ନାମ — ୨. Name of a son of Dhṛutarāshṭra.