Jump to content

ଦୀର୍ଣ୍ଣ

ଉଇକିଅଭିଧାନ‌ରୁ

ଦୀର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦ୍ୱ ଧାତୁ=ବିଦାରଣ କରିବା+କର୍ମ. ତ)

[ସମ୍ପାଦନା]
୧. ବିଦାରିତ —୧. Pierced through; split; torn.
୨. ଭଗ୍ନ —୨. Broken.
୩. (ଦୃ ଧାତୁ=ଭୟ ପାଇବା+କର୍ତ୍ତୃ. ତ)— ଭୀତ —Frightened; afraid.

=== ସଂସ୍କୃତ - ବିଶେଷ୍ୟ - (ଦୃ ଧାତୁ+ଭାବ. ତ)

ବିଦାରଣ — Act of splitting, tearing or rending.