Jump to content

ଦୁଃଖଦ

ଉଇକିଅଭିଧାନ‌ରୁ

ଦୁଃଖଦ

ଉଚ୍ଚାରଣ

[ସମ୍ପାଦନା]
(ଦୁଃଖଦା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୁଃଖ+ଦା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯାହା ଦୁଃଖ ଦିଏ —୧. Afflicting.
୨. ଯନ୍ତ୍ରଣାଦୟକ —୨. Giving pain.