ଦୁଃଖଦାୟକ
(ଦୁଃଖଦାୟୀକା—ସ୍ତ୍ରୀ)
ଦୁଃଖଦାତା, ଦୁଃଖଦାୟୀ—ପୁଂ, ଦୁଃଖଦାତ୍ରୀ, ଦୁଃଖଦାୟିନୀ—ସ୍ତ୍ରୀଅନ୍ୟରୂପ
ଯାହା ଦୁଃଖ ଦିଏ —Afflicting.