Jump to content

ଦୁଃଖଭାଗୀ

ଉଇକିଅଭିଧାନ‌ରୁ

ଦୁଃଖଭାଗୀ

ଉଚ୍ଚାରଣ

[ସମ୍ପାଦନା]
(ଦୁଃଖଭାଗିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୁଃଖ+ଭଜ୍ ଧାତୁ+କର୍ତ୍ତୃ. ଇନ୍)

[ସମ୍ପାଦନା]
୧. ଦୁଃଖରେ ସାଥୀ —୧. Partner in misery.
୨. ଦୁଃଖୀ —୨. Unhappy.
୩. ଦୁଃଖ ଭୋଗକାରୀ —୩. Suffering misery.

ଧ୍ରୂବ ଅଙ୍ଗୁଷ୍ଠ ଅଗ୍ର ଲାଗି ମହୀ ହୋଇଲା ଦୁଃଖଭାଗୀ—ଜଗନ୍ନାଥ, ଭାଗବତ