ଦୁଃଖର ସାଥୀ
ଦେଖଣା
ଦୁଃଖର ସାଥୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୁଃଖର ସାଥୀ
|
(ଦୁଃଖର ପିଆରା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ଲୋକ ଅନ୍ୟର ଦୁଃଖ ଦେଖ ସହି ନ ପାରି ତାହାର ଦୁଃଖ ମୋଚନ କରିବାକୁ ଯାଏ; ଦୁଃଖରେ ଅନ୍ୟର ସହାୟ; ବିପଦ୍ୱନ୍ଧୁ — A person who shares the sorrows and troubles of another; a friend at the time of distress.