Jump to content

ଦୁଃଖହର

ଉଇକିଅଭିଧାନ‌ରୁ

ଦୁଃଖହର

ଉଚ୍ଚାରଣ

[ସମ୍ପାଦନା]
(ଦୁଃଖହରା—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ପୁଂ—(ଦୁଃଖ+ହୃ ଧାତୁ+କର୍ତ୍ତୃ ଅ; ଉପପଦତତ୍ପୁରୁଷ)

ଦୁଃଖନାଶକ; ଯାହା ଦୁଃଖ ହରଣ କରେ — Which lightens sorrow; which lessens miseries.