ଦୁଃଖାନ୍ତ
ଦେଖଣା
ଦୁଃଖାନ୍ତ
ଉଚ୍ଚାରଣ
[ସମ୍ପାଦନା](ସୁଖାନ୍ତ—ବିପରୀତ)
ସଂସ୍କୃତ - ବିଶେଷ୍ୟ - (ଦୁଃଖ+ଅନ୍ତ)
[ସମ୍ପାଦନା]- ୧. (୬ଷ୍ଠୀ ତତ୍; ଦୁଃଖଅନ୍ତ)— ଦୁଃଖର ଶେଷ —୧. The end or passing away of one's troubles or misfortune.
- ୨. (ବହୁବ୍ରୀହି) ଯହିଁର ପରିମାଣ ଦୁଃଖ ଅଟେ — ୨. Ending in misery.
- ୩. (ବହୁବ୍ରୀହି)—ଯେଉଁ ନାଟକ ବା ଉପନ୍ୟାସ ଶେଷରେ ଦୁଃଖମୟ ଘଟନା ବିବୃତ ହୋଇଅଛି —୩. Tragedy.