Jump to content

ଦୁଃଖୀ

ଉଇକିଅଭିଧାନ‌ରୁ

ଦୁଃଖୀ

ଉଚ୍ଚାରଣ

[ସମ୍ପାଦନା]
(ଦୁଃଖିନୀ—ସ୍ତ୍ରୀ) 

ଦୁଃଖିତା, ଦୁଃଖିତ୍ନ ଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଦୁଃଖ+ଅଛି ଅର୍ଥରେ; ଇନ୍; ୧ମା.୧ବ)

[ସମ୍ପାଦନା]
୧. ଦୁଃଖିତ —୧. Distressed; sorry; afflicted.
୨. ଦାରିଦ୍ର୍ୟ ପୀଡ଼ିତ — ୨. Poverty-stricken.
୩. ଗରୀବ —୩. Poor.

ଦେଶଜ - ବିଶେଷଣ -

[ସମ୍ପାଦନା]

ଦୁଃଖ ଭୋଗକାରୀ — Suffering; trobled.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦରିଦ୍ର ବ୍ୟକ୍ତି —A poor person.