ଦୁଃଖୀ ଧନ
ଦେଖଣା
ଦୁଃଖୀ ଧନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୁଃଖୀ ଧନ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗରୀବ ଲୋକର ଧନ ରତ୍ନ ଯେଉଁ ପରି ପ୍ରିୟ ସେହି ପର ପ୍ରିୟତମ ବସ୍ତୁ ବା ବ୍ୟକ୍ତି — One's dearest thing or person (as dear as are riches to the poor).
ଦୁଃଖୀ ଧନ ନୀଳମଣି ଯଶୋଦାଙ୍କ ଶୋକ