Jump to content

ଦୁଃଖ କରିବା

ଉଇକିଅଭିଧାନ‌ରୁ

ଦୁଃଖ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଆକ୍ଷେପ କରିବା — ୧. To regret.

ତାହା ଦେଖି କରି ସେ ବଡ଼ ଦୁଃଖ କଲେ କୃଷ୍ଣସିଂହ. ମହାଭାରତ ବନ

୨. ଅଭିମାନ କରିବା — ୨. To be sullen through displeasure.
୩. ବିରକ୍ତ ହେବା —୩. To be displeased.
୪. ଦୁଃଖ ଧନ୍ଦା କରିବା; ମୂଲ ଲାଗିବା — ୪. To labour for wages.

(ଯଥା—ସେ ଆଜି କାଲି ଦୁଃଖ କରି କୁଟୁମ୍ୱ ପାଳୁଛି )

୫. ଆପଣାର ମନୋଦୁଃଖ ପର ଆଲୋ ପ୍ରକାଶ କରିବା — ୫. To give vent to one's grief.

(ଯଥା—ଆପଣ ଆଜିକାଲି ତାଙ୍କ ଠାକୁ ପତ୍ର ଲେଖନ୍ତି ନାହିଁ ବୋଲି ସେ ମୋ ଆଗେ ଦୁଃଖ କରୁଥିଲେ )