Jump to content

ଦୁଃଖ ଜୀବୀ

ଉଇକିଅଭିଧାନ‌ରୁ

ଦୁଃଖ ଜୀବୀ

ଉଚ୍ଚାରଣ

[ସମ୍ପାଦନା]
(ଦୁଃଖଜୀବିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୁଃଖ+ଜୀବ୍ ଧାତୁ+କର୍ତ୍ତୃ. ଇନ୍;୧ମା.୧ବ)

[ସମ୍ପାଦନା]

ଯେ କଷ୍ଟରେ ଜୀବନ ଯାପନ କରେ — Passing a miserable life; eking out a miserable existence.