ଦୁଃଖ ତ୍ରୟ
=== ସଂସ୍କୃତ - ବିଶେଷ୍ୟ - (ଦୁଃଖ+ତ୍ରୟ)
ତ୍ରିବିଧ ସାଂସାରିକ ଦୁଃଖ; ତ୍ରିପାପ — The three kinds of wordly troubles.
[ଦ୍ରଷ୍ଟବ୍ୟ —ତ୍ରିବିଧ ଦୁଃଖ ଯଥା—ଆଧ୍ୟାତ୍ମିକ, ଆଧିଦୈବିକ ଓ ଅଧିଭୌତିକ]