Jump to content

ଦୁଃଖ ଧନ୍ଦା

ଉଇକିଅଭିଧାନ‌ରୁ

ଦୁଃଖ ଧନ୍ଦା

ଉଚ୍ଚାରଣ

[ସମ୍ପାଦନା]

(ଦୁଃଖଧନ୍ଧା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସଂସାରଯାତ୍ରା ନିମନ୍ତେ ଦୈନିକ ପରିଶ୍ରମ — ୧. Labour done for one's livelihood; one's daily toil; one's daily toil and trouble.
୨. ବ୍ୟବସାୟ; ଜୀବିକା —୨. Livelihood.

ସେମାନେ ଦିନଯାକ ଦୁଃଖଧନ୍ଦାରେ ଲାଗିଥାନ୍ତି; ସଞ୍ଜ ହେଲେ ମୁଠଏ ଖାଇ ଶୋଇପଡ଼ନ୍ତି ଫକୀରମୋହନି. ଛମାଣଆଠଗୁଣ୍ଠ