ଦୁଃଖ ପଡ଼ିବା
ଦେଖଣା
ଦୁଃଖ ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ଦୁଃଖ ସହିବା; କଷ୍ଟ ସହିବା; କଷ୍ଟ ପଡ଼ିବା — To undergo pain, troubles and hardships.
ବିବରେ ବିବରେ ଶୃଙ୍ଗେ ଶୃଙ୍ଗେ ରଙ୍ଗ ଖୋଜିଗଲେ ଦୁଃଖ ପଡ଼ି ଉପେନ୍ଦ୍ର ଭଞ୍ଜ. ବୈଦେହୀଶବିଳାସ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦୁଃଖର ସମୟ ଉପସ୍ଥିତ ହେବା — Being in evil days.