Jump to content

ଦୁଃଖ ସୁଖ ହେବା

ଉଇକିଅଭିଧାନ‌ରୁ

ଦୁଃଖ ସୁଖ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦୁଖ ସୁଖ ହେବା, ଦୁଖୁ ସୁଖୁ ହେବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ନିଜ ନିଜର ଅନୁଭୁତ ସାଂସାରିକ ଦୁଃଖ ଓ ସୁଖ ବିଷୟରେ ଦୁଇ ଜଁ ପରସ୍ପର ମଧ୍ୟରେ କଥାଭାଷା ହେବା —To have a mutual talk about one another's weal and woe or about one another's worldly suffering and happiness.