ଦୁଃଶଳା
ଦେଖଣା
ଦୁଃଶଳା
ଉଚ୍ଚାରଣ
[ସମ୍ପାଦନା](ଦୁଃଶଲା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ଧୃତରାଷ୍ଟ୍ରଙ୍କ କନ୍ୟା ଓ ଜୟଦ୍ରଥଙ୍କ ପତ୍ନୀ — The daughter of Dhṛutarāshṭra and wife of Jayadratha.
ଏ ବାହାରେ ଦୁଃଶଳା ନାମରେ କୁମାରୀ ଗୋଟିଏ ଜାତ କିଲେକ ଗାନ୍ଧାରୀ କୃଷ୍ଣସିଂହ. ମହାଭାରତ. ଆଦି
[ଦ୍ରଷ୍ଟବ୍ୟ —ଜୟଦ୍ରଥ ମହାଭାରତ ଯୁଦ୍ଧରେ ହତ ହେଲା ପରେ ଏ ଆପଣାର ଶିଶୁ ସନ୍ତାନ ସୁରଥକୁ ସିନ୍ଧୁ ରାଜ୍ୟର ସିଂହାସନରେ ବସାଇ ବହୁକାଳ ରାଜକାର୍ଯ୍ୟ ଚଳାଇଥିଲେ]