Jump to content

ଦୁଃଶା

ଉଇକିଅଭିଧାନ‌ରୁ

ଦୁଃଶା

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]
୧. ଦୁଃଶାସନ (ଦେଖ) - ୧. Duḥṡāsana (See)


ଲେଉଟାଇ ଦୁଃଶାକୁ ସେ ମାଡ଼ିଣ ବସିଲା—ରାଧାନାଥ.ବେଣୀସଂହାର

୨. (ଅନାଦରାର୍ଥକ) ଦୁଃଶାସନର ଡାକ ନାମ — ୨. A name for calling Duḥṡāsana