Jump to content

ଦୁଃଶାସନ

ଉଇକିଅଭିଧାନ‌ରୁ

ଦୁଃଶାସନ

ଉଚ୍ଚାରଣ

[ସମ୍ପାଦନା]
(ଦୁଃଶାସନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୁର୍+ଶାସ୍ ଧାତୁ=ଶାସନ କରିବା+କର୍ମ ଅନ; ଯାହାକୁ ଅତି କଷ୍ୟରେ ଶାସନ କରାଯାଏ)

[ସମ୍ପାଦନା]

ଦୁର୍ଦ୍ଦାମ୍ୟ୍ୟ —Ungovernable; indomitable.

ବିଶେଷ୍ୟ -

[ସମ୍ପାଦନା]
୧. ଦୁର୍ଯ୍ୟୋଧନଙ୍କର ଏକତମ ଭ୍ରାତା —୧. A brother of Durj̄yodhana.

[ଦ୍ରଷ୍ଟବ୍ୟ —ଏ ଦୁର୍ଯ୍ୟୋଧନଙ୍କର ସ୍ମେହପାତ୍ର ଓ ମନ୍ତ୍ରୀ ଥିଲେ ଓ ତାଙ୍କ ଆଦେଶ ଅନୁସାରେ ଦ୍ରୌପଦୀଙ୍କ କେଶ ଧରି ତାଙ୍କୁ ଅନ୍ତପୁଃରରୁ କୁରୁସଭା ମଧ୍ୟକୁ ଟାଣି ଆଣି ଉଲଗ୍ନ କରିଥିଲେ ମହାଭାରତ ଯୁଦ୍ଧ ସମୟରେ ଭୀମ ଏହାଙ୍କ ଛାତି ଚିରି ରକ୍ତପାନ କରି ତହିଁର ପ୍ରତିଶୋଧ ନେଇଥିଲେ ଦ୍ରୌପଦୀ ଏହାଙ୍କ ରକ୍ତକୁ ବୋଳି ନିଜର ମୁକୁତା କେଶ ବାନ୍ଧିଥିଲେ]

୨. (କର୍ମଧା; ଦୁଃ+ଶାସନ) ମନ୍ଦ ଶାସନ କଷ୍ଟମୟ ବା କଷ୍ଟକର ଶାସନ —୨. Bad rule troublesome administration.