Jump to content

ଦୁଃଶୀଳ

ଉଇକିଅଭିଧାନ‌ରୁ

ଦୁଃଶୀଳ

ଉଚ୍ଚାରଣ

[ସମ୍ପାଦନା]
(ଦୁଃଶୀଳା—ସ୍ତ୍ରୀ) 

(ଦୁଃଶୀଳତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଦୁର୍=ଦୁଷ୍ଟ+ଶୀଳ=ସ୍ୱଭାବ ଯାହାର)

[ସମ୍ପାଦନା]

ଦୁଷ୍ଟସ୍ୱଭାବ; ଦୁଶ୍ଚରିତ୍ର —Evil-natured; wicked.