ଦୁଃଶ୍ରବ
ଦେଖଣା
ଦୁଃଶ୍ରବ
ଉଚ୍ଚାରଣ
[ସମ୍ପାଦନା](ଦୁଃଶ୍ରବତା—ବି)
ସଂସ୍କୃତ - ବିଶେଷଣ - (ଦୁର+ଶ୍ରୁ ଧାତୁ+କର୍ମ. ଅ)
[ସମ୍ପାଦନା]- ୧. ଯାହା ଶୁଣିଲେ ମନରେ କଷ୍ଟ ହୁଏ —୧. Which it is sorrowful to hear.
- ୨. ଯାହା କଷ୍ଟରେ ଶୁଣା ଯାଇପାରେ — ୨. Inaudible; not clearly audible; difficult to hear.
- ୩. ଅଶ୍ରାବ୍ୟ —୩. Unfit to be heard.
- ୪. ଶ୍ରୁତିକଟୁ —୪. Harsh-sounding; cacophonous; harsh to hear.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କାବ୍ୟର ଦୋଷବିଶେଷ; ଶ୍ରୁତିକଟୁଦୋଷ; କାବ୍ୟରେ କର୍କଶବର୍ଣ୍ଣ ବିଶିଷ୍ଟ ଶବ୍ଦମାନଙ୍କ ପ୍ରୟୋଗ ବଶତଃ ଯେଉଁ ଦୋଷ ଲକ୍ଷିତ ହୁଏ (ହୁ. ଶବ୍ଦସାଗର) —Cacophony; a defect in composition consisting of employing words containing harse sounds and lettrs.