Jump to content

ଦୁଃସଙ୍କଳ୍ପ

ଉଇକିଅଭିଧାନ‌ରୁ

ଦୁଃସଙ୍କଳ୍ପ

ଉଚ୍ଚାରଣ

[ସମ୍ପାଦନା]
(ଦୁଃସଂକଳ୍ପ—ସ୍ତ୍ରୀ) 

(ଦୁଃସଂକଳ୍ପ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+ସଙ୍କଳ୍ପ)

[ସମ୍ପାଦନା]

ମନ୍ଦ ସଙ୍କଳ୍ପ — Evil resolve.

ସଂସ୍କୃତ - ବିଶେଷଣ - ପୁଂ. (ବୁହବ୍ରୀହି)

[ସମ୍ପାଦନା]

ମନ୍ଦସମଙ୍କଳ୍ପକାରୀ — Making evil resolve.