Jump to content

ଦୁଃସହ

ଉଇକିଅଭିଧାନ‌ରୁ

ଦୁଃସହ

ଉଚ୍ଚାରଣ

[ସମ୍ପାଦନା]
(ଦୁଃସହ—ସ୍ତ୍ରୀ) 

(ଦୁଃସହତା—ବି)

  • (file)

ସଂସ୍କୃତ - ବିଶେଷଣ - (ଦୁର+ସହ୍ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ଅସହନୀୟ; ଅସହ୍ୟ —୧. Unbearable; intolerable.
୨. ଅତି କଷ୍ଟଦାୟକ — ୨. Very troublesome or painful.