Jump to content

ଦୁଃସାଧ୍ୟ

ଉଇକିଅଭିଧାନ‌ରୁ

ଦୁଃସାଧ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୁର୍+ସାଧ୍ୟ)

[ସମ୍ପାଦନା]
୧. ଯାହା କଷ୍ଟରେ ସାଧନ କରାଯାଇ ପାରେ; କଷ୍ଟସାଧ୍ୟ —୧. Arduous; difficult to accomplish; difficult of accomplishment.
୨. ଯେଉଁ ରୋଗ ସହଜରେ ଭଲ ହୁଏ ନାହିଁ — ୨. Hard to cure; allmost incurable.
୩. ଅସାଧ୍ୟ; ଯାହା ସଂପନ୍ନ କରାଯାଇ ପାରେ ନାହିଁ — ୩. Impracticable.
୪. ଯାହାର ପ୍ରତୀକାର କରାଯାଇ ପାରେ ନାହିଁ; ଅପ୍ରତିକାର୍ଯ୍ୟ; ଅପ୍ରତିବିଧେୟ —୪. Irreparable; irremediable.