Jump to content

ଦୁଃସାହସିକ

ଉଇକିଅଭିଧାନ‌ରୁ

ଦୁଃସାହସିକ

ଉଚ୍ଚାରଣ

[ସମ୍ପାଦନା]
(ଦୁଃସାହାସିକା—ସ୍ତ୍ରୀ) 

(ଦୁଃସାହସିକତା—ବି)

(ଦୁଃସାହସୀ—ଅନ୍ୟରୂପ)

(ଦୁଃସାହସିନୀ—ସ୍ତ୍ରୀ) 

(ଦୁଃସାହସିତା—ବି)

  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଦୁଃ+ସାହସ+ଇକ)

[ସମ୍ପାଦନା]
୧. ନିର୍ଭୀକ; ହାଇଁସାହାସିଆ — ୧. Foolhardy; audacious; rash.
୨. ଅସମସାହସିକ; ଯେଉଁ କାର୍ଯ୍ୟରେ ଦୁଃସାହସର ପ୍ରୟୋଜନ — ୨. Requiring uncomnon courage; requiring audacity to do it.