Jump to content

ଦୁଃସ୍ଥିତି

ଉଇକିଅଭିଧାନ‌ରୁ

ଦୁଃସ୍ଥିତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୁର୍+ସ୍ଥିତି; କର୍ମ ଧା)

[ସମ୍ପାଦନା]
୧. ମନ୍ଦ ଅବସ୍ଥା — ୧. Wretched condition.
୨. ଅସ୍ଥିରତା —୨. Unsteadiness; unstability.
୩. ଦୁଃଖରେ ଅବସ୍ଥାନ —୩. Miserable existence.
୪. ଦୁର୍ଦ୍ଦଶା —୪. Misfortune; asversity.