Jump to content

ଦୁଃସ୍ୱପ୍ନ

ଉଇକିଅଭିଧାନ‌ରୁ

ଦୁଃସ୍ୱପ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+ସ୍ୱପ୍ନ)

[ସମ୍ପାଦନା]
୧. ମନ୍ଦସ୍ୱପ୍ନ; ଅଶୁଭ ସ୍ୱପ୍ନ — ୧. Ominous dream.
୨. ଶୋଇଥିବା ଲୋକର ଭୀତି ଉତ୍ପାଦକ ସ୍ୱପ୍ନ — ୨. Night-mare.