Jump to content

ଦୁଆପିକା

ଉଇକିଅଭିଧାନ‌ରୁ

ଦୁଆପିକା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର କଉଡ଼ିଖେଳ — A kind of indoor game with small shells

[ଦ୍ରଷ୍ଟବ୍ୟ —ଏହି ଖେଳରେ ହାତ ମୁଠାରେ ଆପୁଚି (କଉଡ଼ି) ଲୁଚାଇ ଖେଳନ୍ତି ଏ ଖେଳର ଦାନ ୪ ପ୍ରକାର, ଯଥା—ପିକା= ୧, ୫, ୯, ୧୩ : ଦୁଆ=୨, ୬, ୧, ୧୪ : ସତା=୩, ୭, ୧୧, ୧୫ : ପୁଡ଼ା=୪, ୮, ୧୨, ୧୬ : ସାତପୁଡ଼ା ଖେଳ ମଧ୍ୟ ଏହିପରି ]