Jump to content

ଦୁଆରୀ

ଉଇକିଅଭିଧାନ‌ରୁ

ଦୁଆରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱାରୀ; ତୁଳ. ଫାରାସୀ - ଦର୍ବାନ୍)

[ସମ୍ପାଦନା]
୧. ଦ୍ୱାର ରକ୍ଷକ; ଦରୁଆନ; ଦ୍ୱାରପାଳ — ୧. Door-keeper; porter; durwan; gate-keeper.

ତାହା ଶୁଣି ଦୁଆରୀ ବାହାରିଲା ବେଗେ କୃଷ୍ଣସିଂହ. ମହାଭାରତ. ସଭା

୨. ଗ୍ରାମ୍ୟ ଯାତ୍ରା ଦଳର ବିଦୂଷକ — ୨. The jester in a dancing party.