ଦୁଆର ଜଗେଇବା
ଦେଖଣା
ଦୁଆର ଜଗେଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ଘରଭିତରେ ପ୍ରବେଶ କରିବା ପରେ ଦ୍ୱାର ରକ୍ଷା କରିବା ପାଇଁ ଅନ୍ୟ ବ୍ୟକ୍ତିକୁ ଦ୍ୱାରଦେଶରେ ନିଯୁକ୍ତ କରିବା ବା ରଖାଇବା — To set a person to guard the door; to leave a person in charge of the door (said of a person entering a house).
ତୁମ୍ଭେ ତ ଭିତରକୁ ଗଲ ଆମ୍ଭଙ୍କୁ ଦୁଆର ଜଗାଇଲ—ଢଗ