Jump to content

ଦୁଆର ପଡ଼ିବା

ଉଇକିଅଭିଧାନ‌ରୁ

ଦୁଆର ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦ୍ୱାର ବନ୍ଦ ହେବା — ୧. The shutting of a door.
୨. (କୌଣସି ସମାଜଚ୍ୟୁତ ବା ବିପନ୍ନ ବ୍ୟକ୍ତିର) ଘରକୁ ସମାଜର ଅନ୍ୟ କାହାରି ନ ଆସିବା ଅବସ୍ଥା — ୨. The state of people desisting from visiting the house of an excommunicated person or one involved in trouble.
୨. (କୌଣସି ବ୍ୟକ୍ତିର) ଗୃହ ବିସୂଚିକା ଓ ମହାମାରୀ ଆଦି ଯୋଗୁଁ ଜନଶୂନ୍ୟ ହେବା — ୨. The state of a person's house being depopulated by some scourage or divine visitation.