Jump to content

ଦୁଆର ପାଳି

ଉଇକିଅଭିଧାନ‌ରୁ

ଦୁଆର ପାଳି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି+ଓ. ପାଳି; ସଂସ୍କୃତ - ଦ୍ୱିରାଗମନ)

[ସମ୍ପାଦନା]

ବଢ଼ିଲା କନ୍ୟାର ଦ୍ୱିତୀୟଥର ଶାଶୁ ଘରକୁ ଯିବା ===

(ଦୁଆ ପାଳି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

The going of a grown-up girl to her husband's house for the second time.

[ଦ୍ରଷ୍ଟବ୍ୟ —ପ୍ରଥମ ଥର ଯିବାକୁ ପହିଲିପାଳି କହନ୍ତି; କନ୍ୟା ପହିଲି ପାଳି ଶାଶୁ ଘରକୁ ଯାଇ ସେଠାରେ କିଛିକାଳ ରହି ବାପଘରକୁ ଫେରି ଆସେ; ବାପ ଘରେ କିଛି ଦିନ ରହିବା ପରେ ପୁଣି ଦ୍ୱିତୀୟ ଥର ଶାଶୁଘରକୁ ଯିବାକୁ ଦୁଆରପାଳ ବୋଲାଯାଏ ]