ଦୁଆର ଫିଟାଇବା
ଦେଖଣା
ଦୁଆର ଫିଟାଇବା
ଉଚ୍ଚାରଣ
[ସମ୍ପାଦନା]ଦୁଆର ମେଲା କରିବା, ଦୁଆର ମୁକୁଳା(ଳେ)ଇବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦୁଆର ଫିଟାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବନ୍ଦ ହୋଇଥିବା କବାଟକୁ ମୁକ୍ତ କରିବା —୧. To open the door.
- ୨. ଚାରି ଆଡ଼େ ବନ୍ଦଥିବା କୌଣସି ସ୍ଥାନକୁ ପ୍ରବେଶାର୍ଥ ଗୋଟିଏ ବାଟ ମେଲା କରିବା — ୨. To open an entrance to a closed place.