Jump to content

ଦୁଆର ଫିଟେଇବା

ଉଇକିଅଭିଧାନ‌ରୁ

ଦୁଆର ଫିଟେଇବା

ଉଚ୍ଚାରଣ

[ସମ୍ପାଦନା]

ଦୁଆର ମେଲା କରିବା, ଦୁଆର ମୁକୁଳା(ଳେ)ଇବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

 : ବନ୍ଦ ହୋଇଥିବା କବାଟକୁ ମୁକ୍ତ କରିବା —୧. To open the door.

 : ଚାରି ଆଡ଼େ ବନ୍ଦଥିବା କୌଣସି ସ୍ଥାନକୁ ପ୍ରବେଶାର୍ଥ ଗୋଟିଏ ବାଟ ମେଲା କରିବା — ୨. To open an entrance to a closed place.