ଦୁଆଳିଆ
ଦେଖଣା
ଦୁଆଳିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ଦିବାଲା)
[ସମ୍ପାଦନା]- ୧. ଦେବାଲିଆ; ଋଣ ପରିଶୋଧରେ ଅସମର୍ଥ — ୧. Insolvent.
- ୨. ନିର୍ଦ୍ଧନ; ଗରିବ — ୨. Poor; poverty-stricken.
- ୩. ଦାନ କରି କରି ନିଃସ୍ୱ —୩. Reduced to poverty by giving away every thing.
- ୪. ସର୍ବସ୍ୱାନ୍ତ —୫. Exhausted to the last penny.