Jump to content

ଦୁଆ ପଢୁଆଁ

ଉଇକିଅଭିଧାନ‌ରୁ

ଦୁଆ ପଢୁଆଁ

ଉଚ୍ଚାରଣ

[ସମ୍ପାଦନା]

(ଦୁଆ ପୋଢୁଆଁ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱିତୀୟ ଓ ପ୍ରଥମ)

[ସମ୍ପାଦନା]
୧. ଜ୍ୟେଷ୍ଠ ସନ୍ତାନର ପରବର୍ତ୍ତୀ ଦ୍ୱିତାୟ ସନ୍ତାନ — ୧. The second child of the parents.
୨. ମୃତ ଜ୍ୟେଷ୍ଠ ସନ୍ତାନର ତଳିଆ ଦ୍ୱିତୀୟ ସନ୍ତାନ — ୨. The second child of the parents whose first child expired before the performance of Paṟḍ̠ẖuāñ ceremony.

[ ଦ୍ର—ପ୍ରଥମ ସନ୍ତାନର ପ୍ରଥମାଷ୍ଟମୀ (ପଢୁଆଁ) ଉତ୍ସବ କରାଯିବା ପୂର୍ବରୁ ଯଦି ତାହାର ମୃତ୍ୟୁ ଘଟିଥାଏ ତେବେ ଗୌଣ ପକ୍ଷରେ ଦ୍ୱିତୀୟ ସନ୍ତାନର ପଢୁଆଁ ଉସ୍ରବ କରାଯାଏ ଏବଂ ଏ ସନ୍ତାନକୁ ଦୁଆଁ ପଢୁଆଁ କହନ୍ତି ପ୍ରଥମ ସନ୍ତାନର ପଢୁଆଁ ଉତ୍ସବ କରାଯିବା ପରେ ସେ ମୃତ ହେଲେ ଦ୍ୱିତୀୟ ସନ୍ତାନର ପଢୁଆଁ ଉତ୍ସବ କରାଯାଏ ନାହିଁ କିମ୍ୱା ତାକୁ ଦୁଆ ପଢୁଆଁ କୁହାଯାଏ ନାହିଁ ]