Jump to content

ଦୁଆ ଯିବା

ଉଇକିଅଭିଧାନ‌ରୁ

ଦୁଆ ଯିବା

ଉଚ୍ଚାରଣ

[ସମ୍ପାଦନା]

(ଦୁଆ ହେବା—ଅନ୍ୟରୂପ)

ଦେଶଜ - କ୍ରି. [ସଂସ୍କୃତ - ଦୋ ଧାତୁ=ଛେଦନ କରିବା, ଦାଇବା (ଦାଆରେ କାଟିବା)ର କର୍ମବାଚ୍ୟରୂପ]

[ସମ୍ପାଦନା]

(ଶସ୍ୟ) କଟାଯିବା — (corn) To be reaped or harvested.