ଦୁଇଗୁଣ
ଦେଖଣା
ଦୁଇଗୁଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓବିଶେଷଣ - ଓ ବିଣର ବିଶେଷଣ - (ସଂସ୍କୃତ - ଦ୍ୱିଗୁଣ)
[ସମ୍ପାଦନା]- ୧. ପୂର୍ବାପେକ୍ଷା ଅତ୍ୟନ୍ତ ବେଶୀ — ୧. Much more than before.
ଲକ୍ଷ୍ମଣ ରାମଚନ୍ଦ୍ରଙ୍କୁ କରନ୍ତି ପ୍ରବୋଧ ବୋଲେ ବିଶି ଶୁଣି ରାମ ଦୁଇଗୁଣ କ୍ରୋଧ ବିଶ୍ୱନାଥ. ବିଚିତ୍ରରାମାୟଣ
- ୨. ଦୋହରି; ଡବଲ; ଦୋହରା —୨. Double; twice.