Jump to content

ଦୁଇଦିନିଆ

ଉଇକିଅଭିଧାନ‌ରୁ

ଦୁଇଦିନିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱି+ଦିନ)

[ସମ୍ପାଦନା]

ଅଳ୍ପଦିନସ୍ଥାୟୀ; ଅଚିରସ୍ଥାୟୀ —Lasting for a short time.

ବୃଥା ଲୋଡ଼ି ହେଉଅଛ ଆତ୍ମଘାତୀ ଦୁନିଆର ଦୁଇଦିନିଆ ସୁଖ୍ୟାତି ରାଧାନାଧ. ଦରବାର