ଦୁଇନାହାରେ, ଗୋଡ଼ ଦେବା
ଦେଖଣା
ଦୁଇନାହାରେ, ଗୋଡ଼ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୁଇନାହାରେ, ଗୋଡ଼ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୁଇ ନାବରେ ଏକ ସମୟରେ ଗୋଡ଼ ପକାଇବା — ୧. To set foot on two boats at a time.
- ୨. (ଲକ୍ଷଣାର୍ଥ) ଏକାବେଳେକେ ଦୁଇଟି ଅବଲମ୍ୱନ ଗ୍ରହଣ କରିବା —୨. To take up two means or props at a time.